ବିତି
ଦେଖଣା
ବିତି
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଶାଖେଳରେ ୩ ଗୋଟି ମଧ୍ୟରୁ ୨ ଗୋଟି କାଠିରେ ୩ ସଂଖ୍ୟକ ଦାନ ପଡ଼ିବା ଘଟନା —୧. The state of ୨ (out of the ୩) dice turning up ୩ points.
(ଉ—ବିତିପାତ ଯୋଗ ପୁନ, ଦଶ ପ୍ରମୁଖରେ ଦାନ କାଠି ପତ ନାହିଁ ଅନୁକ୍ଷଣ ଯେ ଭଞ୍ଜ, ବୈଦେହିଶବିଳାସ)
- ୨. (ସଂ ବିତ୍ତ) ଦେବକାର୍ଯ୍ୟ ବା ଅନ୍ୟ ଧର୍ମ କାର୍ଯ୍ୟ ପାଇଁ ଲୋକ ସାଧାରଣଙ୍କଠାରୁ ଆଦାୟ କରାଯିବା ଧନ ବା ଚାନ୍ଦା; ଧର୍ମଚାନ୍ଦା; ଭେଦା —୨. Subscription realished from people in general for the service of certain idols or for some religious purpose.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଡୁ ଡୁ (ଦେଖ) - —Ḍuḍu (See)