Jump to content

ବିତିବା

ଉଇକିଅଭିଧାନ‌ରୁ

ବିତିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବ୍ୟତ୍ୟୟ; ବ୍ୟତୀତ)

[ସମ୍ପାଦନା]
୧. (କାଳ)— ଯାମିତି ହେବା; (କାଳ) କଟିବା —୧. To pass (said of time).

[ଉ—ଯୁଗ ଯାଉଅଛି ବିତି—ମଧୁସୂଦନ. କୁସୁମାଞ୍ଜଳି]

୨. (ରୋଗ) ଶରୀରରେ କିଛିକାଳ ପାଇଁ ଅନୁଭୂତ ହେବା —୨. To attack a person for some period (said of a disease).
୩. (ନିର୍ଦ୍ଦଷ୍ଟ ସମୟ) ଅତିକ୍ରାନ୍ତ ହେବା —୩. To be allowed to pass (said of a fixed time or date).