Jump to content

ବିତୁନ୍ନ

ଉଇକିଅଭିଧାନ‌ରୁ

ବିତୁନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ତୁନ୍ନ ଧାତୁ= ବ୍ୟାଥା ଉପଶମ କରିବା+କର୍ତ୍ତା ଅ)

[ସମ୍ପାଦନା]
୧. ସୁନିଷନ୍ନକ ଶାକ; (ସନୁସୁନିଆ ଶାଗ) —୧. A kind of pot herb growing near water; Marsilia Quadrifolia.

[ଦ୍ରଷ୍ଟବ୍ୟ —ଏହା ପାଣି—କୂଳରେ ଜନ୍ମେ ଏହାକୁ ଖାଇଲେ କ୍ଲାନ୍ତି ଦୂର ହୋଇ ସୁନିଦ୍ରା ହୁଏ]

୨. ଶୈବାଳ; ଶିଉଳି —୨. Moss.