Jump to content

ବିତୃଷ୍ଣ

ଉଇକିଅଭିଧାନ‌ରୁ

ବିତୃଷ୍ଣ

ଉଚ୍ଚାରଣ

[ସମ୍ପାଦନା]
(ବିତୃଷ୍ଣା—ସ୍ତ୍ରୀ) 

(ବିତୃଷ୍ଣତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହ; ବି+ତୃଷ୍ଣ)

[ସମ୍ପାଦନା]
୧. ତୃଷ୍ଣାବିରହିତ — ୧. Devoid of intense desire.
୨. ନିଷ୍ପୃହ, କାମନାରହିତ —୨. Disinteresting; free from bankering.
୨. ବିରାଗୀ; ଉଦା— ସୀନ —୩. Indifferent; averse.