Jump to content

ବିତୃଷ୍ଣା

ଉଇକିଅଭିଧାନ‌ରୁ

ବିତୃଷ୍ଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରବି+ତୃଷ୍ଣା)

[ସମ୍ପାଦନା]

ଅନିଚ୍ଛା —୧. Disinclination.

୨. ଅରୁଚି —୨. Aversion; disgust
୩. ପିପାସାର ଶାନ୍ତି —୩. Satiety of one's thirst
୪. ଅନାସକ୍ତି —୪. Indifference; want of attachment.