ବିତ୍
ଯେ ଜାଣେ; ଜ୍ଞ; ଜ୍ଞାତା Knowing; versed in.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୁଏ ଯଥା—ବେଦବତ୍, ଶାସ୍ତ୍ରବିତ୍]