Jump to content

ବିତ୍ତ

ଉଇକିଅଭିଧାନ‌ରୁ

ବିତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଦ୍ ଧାତୁ= ଲାଭ କରିବା+କରଣ. ତ; ଯାହାଦ୍ୱାରା ଧର୍ମ, ଅର୍ଥ, କାମ, ମୋକ୍ଷଦି ଲାଭ କରାଯାଏ)

[ସମ୍ପାଦନା]

ବିଭବ; ଧନ; ସମ୍ପତ୍ତି —Wealth; riches.

ସଂସ୍କୃତ - ବିଣକ (ବିଦ ଧାତୁ= ଜାଣିବା+କର୍ମ. ତ)

[ସମ୍ପାଦନା]
୧. ଜ୍ଞାତ; ବିଦିତ —୧. Known.
୨. ବିଚାରିତ —୨. Judged.
୩. ବିଖ୍ୟାତ —୩. Renowned.
୪. ଲବ୍ଧ —୪. Gainemd.



ବିତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଦ୍ ଧାତୁ+ଭାବ. ତି)

[ସମ୍ପାଦନା]
୧. ବିଚାର —୧. Consideration; judgment
୨. (+କର୍ମ. ତି)—ଲାଭ — ୨. Profit; gain; benefit.
୩. ଜ୍ଞାନ —୩. Wisdom; knowledge
୪. ସମ୍ଭାବନା —୪. Probability.
୫. ଖ୍ୟାତି —୫. Fame; reputation.
୬. ଅନୁଷ୍ଠାନ —୬. Investigation.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦେବପୂଜାଦି ପାଇଁ ଗ୍ରାମବାସୀମାନଙ୍କଠାରୁ ବା ସାଧାରଣଙ୍କଠାରୁ ଆଦାୟ ହେବା ଧନ; ଭେଦ — Subscriptions raised from villagers or from the public for some religious object.

[ଦ୍ରଷ୍ଟବ୍ୟ —ବଡ଼ ବଡ଼ ମହାଜନ ଓ ବ୍ୟବସାୟୀମାନେ ପଣ୍ୟ ଦ୍ରବ୍ୟ କ୍ରେତାମାନଙ୍କ ଠାରୁ ଶତକଡ଼ା ନିର୍ଦ୍ଦିଷ୍ଟ ରେଟ୍ରେ ଯେଉଁ ବିତ୍ତି ଆଦାୟ କରନ୍ତି, ତାହା ଗୋଟିଏ ସ୍ୱତନ୍ତ୍ର ଫଣ୍ଡରେ ରଖନ୍ତି ଓ ପରେ ପ୍ରାପ୍ତ ବିତ୍ତିତକ କାର୍ଯ୍ୟରେ ଦିଅନ୍ତି]