Jump to content

ବିତ୍ତେଶ

ଉଇକିଅଭିଧାନ‌ରୁ

ବିତ୍ତେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିତ୍ତି+ଈଶ=ପ୍ରଭୁ)

[ସମ୍ପାଦନା]
୧. ଧନୀବ୍ୟକ୍ତି —୧. A rich man.
୨. କୁବେର —୨. The God of riches.
୩. ପକ୍ଷ —୩. A class of fabulous demigods who are said to be the guards of the treasury of Kubera.
୪. ପ୍ରଭୂ —୪. Master; lord.