ବିଥିର
(ବିଥଏ—ଅନ୍ୟରୂପ)
ଅସ୍ଥିର; ଚଞ୍ଚଳ —Restless.
[ଉ—ବିଥିର ଚିତ୍ତ ତୃଷାର୍ତ୍ତୀ ଯେତେ ସାରଙ୍ଗ ଭଞ୍ଜ. ବୈଦେହୀଶବିଳାସ]