Jump to content

ବିଥୀ ବିଥୀ

ଉଇକିଅଭିଧାନ‌ରୁ

ବିଥୀ ବିଥୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ. (ସଂସ୍କୃତ - ବିଥି; ବୀଥୀ)

[ସମ୍ପାଦନା]
୧. ଦାଡ଼ି ଧାଡ଼ି ହୋଇ — ୧. In rows.
୨. ଯୁଥ ଯୁଥ ହୋଇ; ଦଳ ଦଳ ହୋଇ —୨. In crowds or gangs.

[ଉ—ବିଥୀ ବିଥୀ ଶୋଭା ଦିଶି କୁମୁଦ କୁମୁଦ ଭଞ୍ଜ. ବୈଦେହୀଶବିଳାସ]