Jump to content

ବିଥେଇ

ଉଇକିଅଭିଧାନ‌ରୁ

ବିଥେଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ବିଚଳିତ; ଅସ୍ଥିର)

[ସମ୍ପାଦନା]
୧. ବ୍ୟାକୁଳ; କାତର; ବ୍ୟସ୍ତ —୧. Distracted; agitated; perturbed.
୨. ବିଚଳିତ; ଅଥୟ; ଅସ୍ଥିର —୨. Restless.