ବିଦ
ଦେଖଣା
ବିଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଦ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପଣ୍ଡିତ —୧. Learned man; philospher.
- ୨. ବୁଧଗ୍ରହ —୨. The planet Mercury.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅନେକ ଗୁଡ଼ିଏ ଡେଉଁରିଆ ଗୁନ୍ଥା ହୋଇ ମାଳାପରି ହୋଇଥିବା ବାହୁର ଅଳଙ୍କାରବିଶେଷ —୧. An ornament for the arm like a collar made up of several drum-like pieces.
(କୁଶ ଦାମ ପରି ବିଦ, ବାହୁଟି ଉପରେ ବାନ୍ଧ ପ୍ରାଚୀ. ରହସ୍ୟମଞ୍ଜରୀ)
- ୨. ଚାପସରି; ଚିକ୍ ପରି ବେକର ଚଉଡ଼ା ଅଳଙ୍କାରବିଶେଷ —୨. A collar ornamnt for the neck.