ବିଦନ୍ତମୁଦ୍ରା
ଦନ୍ତଚିହ୍ନ ବସି ନ ଥିବା; ଯହିଁରେ ଦନ୍ତର କ୍ଷତ ଚିହ୍ନ ନାହିଁ — Having no mark to biting left on it.
(ଉ—ବିଦନ୍ତମୁଦ୍ରା ରସାଳ, ବିଯୋଗ କଲେ ବିଶାଳ, ବନଜାକ୍ଷ ତତପର, ବସୁଧାପର ସେ ଭଞ୍ଜ, ବୈଦେହୀଶ— ବିଳାସ)