Jump to content

ବିଦପର

ଉଇକିଅଭିଧାନ‌ରୁ

ବିଦପର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂ, ବିଦ=ପଣ୍ଡିତ+ପର=ପରମ; ଅତ୍ୟନ୍ତ)

[ସମ୍ପାଦନା]

ପରମପଣ୍ଡିତ; ବିଶେଷଜ୍ଞ —Highly learned; very wise.

(ଉ—ବିଦପର ତାପସ—ଦତ୍ତ ହବି, ବିହିତ ଦଶରୂପ ରଖ ଭୁବି ଭଞ୍ଜ, ବୈଦେହୀଶବିଳାସ)