Jump to content

ବିଦର

ଉଇକିଅଭିଧାନ‌ରୁ

ବିଦର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଦୃ ଧାତୁ=ବିଦାରଣ କରିବା+ଭାବ. ଅ)

[ସମ୍ପାଦନା]
୧. ବିଦାରଣ —୧. Splitting.
୨. (ବି= ଅତ୍ୟନ୍ତ+ଦର=ଭୟ)—ଅତ୍ୟନ୍ତ ଭୟ —୨. Terror; fright.
୩. ବିକଶନ; ପ୍ରସ୍ପୁଟନ —୩. Opening or blooming (of flower).
୪. (+କର୍ତ୍ତୃ. ଅ) ନାଗଫଣିଆ ଗଛ —୪. Cactus.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନାମ (ସଂସ୍କୃତ - ବିଦର୍ଭ) ପ୍ରାଚୀନ ବିଦର୍ଭର ଆଧୁନିକ ନାମ —The modern name of Bidarbha.