Jump to content

ବିଦରବ

ଉଇକିଅଭିଧାନ‌ରୁ

ବିଦରବ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷଣ - (ସଂସ୍କୃତ - ବିଦ୍ରକ)

[ସମ୍ପାଦନା]

ଦ୍ରବୀଭୂତ —୧. Melted; molten.

[ଉ—ବରଦ ବିରସାନନ ସାର ବିଦରବ ବଧମାନ ଜରତ ତରଜନ ମାଧବ ଭଞ୍ଜ. ବୈଦେହୀଶ ବିଳାସ]