Jump to content

ବିଦର୍ଭ

ଉଇକିଅଭିଧାନ‌ରୁ

ବିଦର୍ଭ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବହୁବ୍ରୀହି; ବି=ନାହିଁ+ଦର୍ଭ=କୁଶ)

[ସମ୍ପାଦନା]

ଆଧୁନିକ ବେରାର ପ୍ରଦେଶ —The modern Berar.

[ଦ୍ରଷ୍ଟବ୍ୟ —ପୁରାଣରେ ଅଛି ଯେ ଏହି ଦେଶରେ କୁଶର ଆଘାତରେ ଗୋଟିଏ ଋଷିକୁମାରଙ୍କର ମୃତ୍ୟୁ ହେବାରୁ ଏ ଦେଶରେ କୁଶ କଅଁଳବ ନାହିଁ ବୋଲି ଉକ୍ତ ଋଷି— କୁମାରଙ୍କର ପିତା ଦେଶକୁ ଅଭିଶାପ ଦେଲେ ସେ ଅଭିଶାପ ଫଳରେ ଏ ଦେଶରେ କୁଶ କଅଁଳଲା ନାହିଁ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ବି+ଦର୍ଭ) କଶ ଫୁଲ; କାଇଁଶ ଫୁଲ — The flower of kāṡa grass.