ବିଦର୍ଭଜା
ଦେଖଣା
ବିଦର୍ଭଜା
ଉଚ୍ଚାରଣ
[ସମ୍ପାଦନା]ବିଦର୍ଭ କନ୍ୟକା, ବିଜର୍ଭ ତନୟା, ବିଦର୍ଭ ନନ୍ଦିନୀ, ବିଦର୍ଭ ପୁତ୍ରୀ, ବିଦର୍ଭ ରାଜ ତନୟା, ବିଦର୍ଭସୁତା—ଅନ୍ୟରୂପ
ସଂସ୍କୃତ - ବି—(ବିଦର୍ଭ+ଜନ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ)
[ସମ୍ପାଦନା]- ୧. ବିଦର୍ଭ ରାଜା ଭୀମସେନଙ୍କ କନ୍ୟା ଦମୟନ୍ତୀ; ନଳ ରାଜାଙ୍କ ସ୍ତ୍ରୀ — ୧. Damayantī the wife of King Naḻa.
- ୨. ବିଦର୍ଭର ରାଜା ଭୀଷ୍ମଙ୍କ କନ୍ୟା ରୁକ୍ମିଣୀ, ଶ୍ରୀକୃଷ୍ଣଙ୍କ ସ୍ତ୍ରୀ —୨. Rukmiṇī, the wife of Ṡrīkṛushṇa.
- ୩. ଅଗସ୍ତ୍ୟଋଷିଙ୍କ ପତ୍ନୀ, ଲୋପା ମୁଦ୍ରା —୩. Wife of sage Agastya.