ବିଦର୍ଭହାସୀ
(ସଂସ୍କୃତ - ବିଦର୍ଭହାସା) କାଶହାସୀ; ଶୁକ୍ଳ— ହାସ୍ୟଯୁକ୍ତ —Laughing brightly; laughing by exhibiting a white set of teeth.
(ଉ—ବିଦର୍ଭ ବିଦର୍ଭହାସୀ କମ୍ପିତ ଦେହୀ ଭଞ୍ଜ. ବୈଦେହୀଶବିଳାସ)