Jump to content

ବିଦଳ

ଉଇକିଅଭିଧାନ‌ରୁ

ବିଦଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଦଳ ଧାତୁ=ବିଦାରଣ କରିବା+କର୍ମ. ଅ)

[ସମ୍ପାଦନା]
୧. ଦୁଇଫାଳିଆ ବିରି ମୁଗ ଆଦିର ଡାଲି —୧. Split peas; pulse etc.
୨. ଡାଳିମ୍ୱର ଛେଲି —୨. The bark of pomegranate.
୩. ବାଉଁଶ ପାତିଆ— ଆଦିରେ ନିର୍ମିତ ପାତ୍ରବିଶେଷ —୩. A basket of wicker work.
୪. ରୁଟି —୪. A cake; bread.

ସଂସ୍କୃତ - ବିଣ—(ବି+ଦଳ)

[ସମ୍ପାଦନା]
୧. ଦଳହୀନ —୧. Having no petals.
୨. ବିକଶିତ —୨. Opened.
୩. ବିପକ୍ଷ; ପ୍ରତିପକ୍ଷ; ଶତ୍ରୁ ପକ୍ଷୀୟ —୩. Antagonistic.