Jump to content

ବିଦା

ଉଇକିଅଭିଧାନ‌ରୁ

ବିଦା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ବିଦ୍ (ଦେଖ) - —Bid (See)

ସଂସ୍କୃତ - ବି— (ବିଦ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]

ବୋଧଶକ୍ତି; ବୁଦ୍ଧି — Intelligence; understanding.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଦାରକ; ବର୍ଦ୍ଧକ)

[ସମ୍ପାଦନା]
୧. କ୍ଷେତ୍ରରେ ଧାନ ଗଛ ସଙ୍ଗେ ଉଠିଥିବା ତୃଣମାନଙ୍କୁ ପାନିଆରେ କୁଣ୍ଡାଇବା ପରି ଓପାଡ଼ି ଆଣିବା ପାଇଁ ବ୍ୟବହୃତ ଲୌହ କଣ୍ଟକ ବା ଶଲ୍ୟଯୁକ୍ତ କାଷ୍ଠ ଫଳକବିଶେଷ —୧. A harrow.
୨. ପ୍ରହାର —୨. Striking; beating.

(ଉ—ବିଦା ସଦା ମେଦା ଗଦା ଗରଧର ବର ତାର ତାହି ବିହି—ଭଞ୍ଜ. ବୈଦେହୀଶିବିଳାସ)

ଗ୍ରାମ୍ୟ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ବିଦ୍ୟାଧରର ଡାକ ନାମ —A name or calling Bidyādhara.

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ବିଦାଆ=ଯିବାକୁ ଅନୁମତି)

[ସମ୍ପାଦନା]
୧. ବିଦାୟ; ମେଲାଣି —୧. Farewell; permission to go.
୨. ଅନୁମତି ସହ ସ୍ଥାନାନ୍ତରକୁ ପ୍ରସ୍ଥାନ —୨. Starting for a place with permission.
୩. କୌଣସି ବ୍ୟକ୍ତିକୁ ସ୍ଥାନାନ୍ତରକୁ ପଠାଇବା —୩. Act of sending
out a man.

ବିଶେଷଣ -

[ସମ୍ପାଦନା]

ବିଦାୟ ପ୍ରାପ୍ତ; ସ୍ଥାନାନ୍ତରକୁ ଯିବାକୁ ଅନୁମତି ପ୍ରାପ୍ତ —Permitted to leave a place.