ବିଦାଂବର
ଦେଖଣା
ବିଦାଂବର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ. (ବ୍ରହ୍ମ, ଶାସ୍ତ୍ର, ବେଦ ଆଦି ଶବ୍ଦ ପରେ ପ୍ରଯୋଜ୍ୟ ଯଥା—ବେଦ ବିଦାଂବର)
[ସମ୍ପାଦନା](ବ୍ରହ୍ମ, ବେଦ, ଶାସ୍ତ୍ର ଆଦିରେ) ବିଜ୍ଞ ଲୋକମାନଙ୍କ ମଧ୍ୟରେ ଶ୍ରେଷ୍ଠ —Chief amongst persons versed in (the Bedas etc).
(ଉ—ଜ୍ୟୋତି ନିଧି ଖବାୟୁ ବ୍ରହ୍ମବିଦାଂବର, କାମକ୍ରୋଧ ବିଜୟ ଅଜୟ ଓ କାର—କୃଷ୍ଣସିଂହ. ମହାଭାରତ. ଶାନ୍ତି)