Jump to content

ବିଦାରକ

ଉଇକିଅଭିଧାନ‌ରୁ

ବିଦାରକ

ଉଚ୍ଚାରଣ

[ସମ୍ପାଦନା]
(ବିଦାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବି+ଦୃ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ବିଦାରଣକାରୀ — Piercing; lacerating; tearing; rending.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (+କର୍ମ. ଅ +କ) ଶୁଷ୍କ ନଦୀ ବା ପୁଷ୍କରିଣୀ ଗର୍ଭସ୍ଥ କୂପ —୧. A well in the dry bed of a river or tank.
୨. ସମୁଦ୍ର ଗର୍ଭସ୍ଥ ବୃକ୍ଷ ବା ପର୍ବତ —୨. A tree or hill rising from the bed of a sea; submarine rock or tree.
୩. ବଜ୍ରକ୍ଷାର —୩. Unrefined alkali.