Jump to content

ବିଦାରଣ

ଉଇକିଅଭିଧାନ‌ରୁ

ବିଦାରଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି+ଦୃ ଧାତୁ ଣିଜନ୍ତ ଦାରି ଧାତୁ+ଭାବ. ଅନ)

[ସମ୍ପାଦନା]
୧. ବିଦ୍ଧକରଣ —୧. Piercing.
୨. ଚିରି ଦେବା; ଛିଣ୍ଡାଇ ପକାଇବା —୨. Lacerating; tearing.
୩. (+ଅଧିକରଣ. ଅନ) ଯୁଦ୍ଧ — ୩. Fight; battle.
୪. (+କରଣ. ଅନ) ବାଣ, ଶର —୪. Arrow.
୫. (+ଭାବ. ଅନ) ହନନ, ପ୍ରାଣରେ ମାରିବା —୫. Killing.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭେଦ; ପ୍ରଭେଦ —Distinction; difference.

[ଉ—ନିବାରଣ ବେନି ସମାନ ତହିଁ, ବିଦାରଣ ବୁଦ୍ଧି କେବଳ ଅଛି ରହି—ଭଞ୍ଜ. ବୈଦେହୀଶ ଭାବବିଳାସ] କେବଳ ଅଛି ରହି—ଭଞ୍ଜ,ବୈଦେହୀଶବିଳାସ