Jump to content

ବିଦାରିତ

ଉଇକିଅଭିଧାନ‌ରୁ

ବିଦାରିତ

ଉଚ୍ଚାରଣ

[ସମ୍ପାଦନା]

(ବିଦାରଣ—ବି)

ସଂସ୍କୃତ - ବିଶେଷଣ - (ବି+ଦୃ ଧାତୁ ଣିଚ୍ ଦାରି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଭେଦିତ; ଚିରା ହୋଇଥିବା —୧. Pierced; rent.
୨. ଛିନ୍ନ ବିଚ୍ଛିନ୍ନ —୨. Lacerated; torn.