ବିଦାରିବା
ଦେଖଣା
ବିଦାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବିଦାରଣ)
[ସମ୍ପାଦନା]- ୧. ବିଦାରଣ କରିବା; ଭେଦ କରିବା —୧. To pierce through; to penetrate.
[ଉ—ବିଲ ଆଡ଼ି ବିଦାରି ଉଠିଲେ ଆରୁଣି— କୃଷ୍ଣସିଂହ. ମହାଭାରତ. ଆଦି]
- ୨. ଦୂର କରିବା — ୨. To drive away.
[ଉ—ନଳଙ୍କ ଏ ବଚନଚନ୍ଦ୍ର ପ୍ରକାଶିଲା, ପୁଷ୍କରଙ୍କ ଭୟତମକୁ ବିଦାରିଲା କୃଷ୍ଣସିଂହ. ମହାଭାରତ. ବନ]
- ୩. ଫାଡ଼ିଦେବା; ଚିରିଦେବା — ୩. To lacerate; to split up.
- ୪. ନଖ ବା ଅସ୍ତ୍ରାଦିଦ୍ୱାରା ଗଭୀରରୂପେ ଭେଦ କରିବା —୪. To scratch deeply.