ବିଦାରୀ ଗନ୍ଧା
ଦେଖଣା
ବିଦାରୀ ଗନ୍ଧା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶାଳପର୍ଣ୍ଣୀ (ହିନ୍ଦୀ - ଶ.) — ୧. Desmodium Gangeticum.
- ୨. (ସୁଶ୍ରୁତ) ଶାଳପର୍ଣ୍ଣୀ, ଭୂଇଁକଖାରୁ, ଗୋଖରା, ଶତାବରୀ, ଅନନ୍ତ ମୂଳ, ମୁଦ୍ଗପର୍ଣ୍ଣୀ, ପୁନର୍ନବା ଆଦି ଔଷଧର ଗଣ —A class of herbs having some oommon curative preparation.
[ଦ୍ରଷ୍ଟବ୍ୟ —ଏ ଗଣର ଦ୍ରବ୍ୟମାନ ବାୟୁନାଶକ, ପୁତ୍ତନାଶକ ଏବଂ ସ୍ୱାସ, ଗୁଳ୍ମ, ଶୋଥ, ଊର୍ଦ୍ଧ୍ୱଶ୍ୱାସ ଓ କାଶ ରୋଗରେ ହିତକର—ହିନ୍ଦୀ - ଶ.]