ବିଦାୟ କରିବା
ଦେଖଣା
ବିଦାୟ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଦାୟ କରିବା
|
ଦେଶଜ - କ୍ରି. (ଆରବୀ - ବିଦାଆ)
[ସମ୍ପାଦନା]- ୧. ବିବାହାଦି ଉପଲକ୍ଷେ ସମାଗତ ବନ୍ଧୁ ବାନ୍ଧବ, ଭୃତ୍ୟ, ବ୍ରାହ୍ମଣ ଆଦିଙ୍କର ପ୍ରସ୍ଥାନ କରିବା ପୂର୍ବରୁ ସେମାନଙ୍କୁ ଉପହାର ଦାନ ବା ଦକ୍ଷିଣା ଦେବା —୧. To give presents to friends, relatives, servants and Brāhmaṇas while preparing to depart after attending social or other festivities.
- ୨. ଯିବାକୁ ଛାଡ଼ିଦେବା —୨. To let one go.
- ୩. କାହାରି ଯିବାକୁ ଅନୁମତି ଦେବା —୩. To give a person permission to go.
- ୪. କୌଣସି ବ୍ୟକ୍ତିକୁ କର୍ମଚ୍ୟୁତ କରିବା —୪. To dismiss a person.
- ୫. ଦୂର କରିବା; ତଡ଼ି ଦେବା —୫. To drive away (a person).
- ୬. କୌଣସି ବ୍ୟକ୍ତିକୁ କୌଣସି ସ୍ଥାନକୁ ପଠାଇବା — ୬. To send out a person.