ବିଦାୟ ଗ୍ରହଣ
ଦେଖଣା
ବିଦାୟ ଗ୍ରହଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଦାୟ ଗ୍ରହଣ
|
ଦେଶଜ - ବିଶେଷ୍ୟ - (ଆରବୀ - ବିଦାଆ+ସଂସ୍କୃତ - ଗ୍ରହଣ)
[ସମ୍ପାଦନା]- ୧. କାର୍ଯ୍ୟରୁ ଛୁଟି ନେବା —୧. Taking leave.
- ୨. କାର୍ଯ୍ୟରୁ ଚିରକାଳ ପାଇଁ ଅବସର ଗ୍ରହଣ — ୨. Retiring from service.
- ୩. କାର୍ଯ୍ୟରୁ ଇସ୍ତଫା ଦେବା —୩. Resigning a service.
- ୪. ଯିବା ପାଇଁ ଅନୁମତି ନେବା —୪. Taking leave to go.