Jump to content

ବିଦାୟ ଗ୍ରହଣ କରିବା

ଉଇକିଅଭିଧାନ‌ରୁ

ବିଦାୟ ଗ୍ରହଣ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବିଦାୟ ନେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଯିବା ପାଇଁ ଛୁଟି ନେବା — ୧. To take leave.
୨. କାର୍ଯ୍ୟରୁ ଚିରକାଳ ପାଇଁ ଅବସର ନେବା —୨. To retire from service.
୩. ଯିବା ପାଇଁ ଅନୁମତି ନେବା — ୩. To take permission to go.