ବିଦାୟ ଦେବା
ଦେଖଣା
ବିଦାୟ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଦାୟ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କାର୍ଯ୍ୟରୁ ଅନ୍ତର କରିବା; ଡିସ୍ମିସ୍ କରିବା —୧. To dismiss or discharge from service.
- ୨. ଯିବାକୁ ଅନୁମତି ଦେବା; ଛୁଟିର ମଞ୍ଜୁର କରିବା —୨. To grant leave to go.