ବିଦାୟ ସଙ୍ଗୀତ
ଦେଖଣା
ବିଦାୟ ସଙ୍ଗୀତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଦାୟ ସଙ୍ଗୀତ
|
ବିଦାୟ ଗାଥା, ବିଦାୟ ଗାନ, ବିଦାୟ ଗୀତି, ବିଦାୟ ଗୀତିକାଅନ୍ୟରୂପ
ଦେଶଜ - ବିଶେଷ୍ୟ - (ଆରବୀ - ବିଦାଆ+ସଂସ୍କୃତ - ସଙ୍ଗୀତ)
[ସମ୍ପାଦନା]କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର କୌଣସି ସ୍ଥାନ ତ୍ୟାଗ କରି ଚାଲି ଯିବାର ହେଲେ ତାହାଙ୍କ ବନ୍ଧୁମାନଙ୍କର ତାହାଙ୍କୁ ଅଭ୍ୟର୍ଥନା କରିବା ସମୟରେ ଯେଉଁ ଗୀତ ବୋଲା— ଯାଏ —Parting song; farewell song; a valedictory song.