ବିଦା କରିବା
ଦେଖଣା
ବିଦା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଦା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ବିଦାୟ ଦେବା — ୧. To bid adieu to a person.
(ଉ— ସମସ୍ତଙ୍କୁ ବିଦା କରି ଦିଅ ଏହିକ୍ଷଣି ରାଧାନାଥ. ବାଣହରଣ)
- ୨. କୌଣସି ବ୍ୟକ୍ତିକୁ କୌଣସି ସ୍ଥାନକୁ ପଠାଇବା —୨. To send out a person.
- ୩. କୌଣସି ବ୍ୟକ୍ତିକୁ ସ୍ଥାନ ତ୍ୟାଗ କରି ଯିବାକୁ ଅନୁମତି ଦେବା —୩. To permit a person to go.