Jump to content

ବିଦିଥ

ଉଇକିଅଭିଧାନ‌ରୁ

ବିଦିଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ବିଦ୍ ଧାତୁ+କର୍ତ୍ତୃ. ଇଥ)

[ସମ୍ପାଦନା]
୧. ପଣ୍ଡିତ, ବିଦ୍ୱାନ୍ ବ୍ୟକ୍ତି (ହି, ଶ) —୧. A learned person.
୨. ଋଷି; ଯୋଗୀ (ହି, ଶ) —୨. An ascetic.