ବିଦିଶା
ଦେଖଣା
ବିଦିଶା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଦିଶ+ଆ)
[ସମ୍ପାଦନା]- ୧. ମାଳବ ଦେଶାନ୍ତର୍ଗତ ବେତ୍ରବତୀ ନଦୀ ତୀରସ୍ଥ ନଗରୀ —୧. Name of an ancient town of India standing on the river Betrabatī.
[ଦ୍ରଷ୍ଟବ୍ୟ —ଏହାର ଆଧୁନିକ ନାମ ଭେଲସା— (ହି; ଶ)] ===
- ୨. ପୌରାଣିକ ପାରିପାତ୍ର ପର୍ବତରୁ ବାହାରି ଥିବା ନଦୀବିଶେଷ (ହିନ୍ଦୀ - ଶ.) —୨. Name of river mentioned in the Hindu mythologies.