Jump to content

ବିଦୀପ୍ତ

ଉଇକିଅଭିଧାନ‌ରୁ

ବିଦୀପ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଦୀପ୍ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]

ସନ୍ତପ୍ତ; ତାପିତ — Burnt.

[ଉ—ବିଦୀପ୍ତ ହେବାରୁ କରି ତାପ ଘନକାଳ —ଭଞ୍ଜ. ବୈଦେହୀଶବିଳାସ]