Jump to content

ବିଦୀର୍ଣ୍ଣ

ଉଇକିଅଭିଧାନ‌ରୁ

ବିଦୀର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଦୃ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଚିରି ଯାଇ ଖଣ୍ଡ ଖଣ୍ଡ ହୋଇଯିବା; ବିଦାରିତ —୧. Rent; cleft; lacerated.
୨. ଫାଟି ଯାଇଥିବା; ଭାଙ୍ଗି ଯାଇବା — ୨. Broken.
୩. ହତ —୩. Killed.
୪. ବିସ୍ତୀର୍ଣ୍ଣ — ୪. Spread; expanded.