ବିଦୁ
ଦେଖଣା
ବିଦୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିଦୁ
|
(ବିଦେଇ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଦ୍ୱି) ପଶାଖେଳରେ ୨ଟି ପଶାକାଠିରେ ଦୁଇ ଦୁଇ ପଡ଼ିବା ଦାନ —୧. A throw resulting in ୨ points turning out in each of ୨ dice.
- ୨. (ସଂସ୍କୃତ - ବିଦ୍ୟୁତ୍) —୨. Lighting.
[ଉ— ଦେଖିଲା ଗୋଷ୍ଠେ, ଗୋପାଳ ମେଣ୍ଟେ, ଗାବ ହୁଅନ୍ତି ହରି; ନୀଳ ଜୀମୂତ, ବରନ ପୀତ, ବସନ ବିଦୂ ପରି ଭକ୍ତଚରଣ. ମଥୁରାମଙ୍ଗଳ]
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. (ପୁଂ) ବିଦ୍ୟାଧାରର ଆଦରାର୍ଥକ ଡାକ ନାମ —୧. A name for calling males named Bidyādhara.
- ୨. (ସ୍ତ୍ରୀ) ବିଦ୍ୟୁ— ଲତା ଆଦି ସ୍ତ୍ରୀଲୋକଙ୍କ ଡାକ ନାମ —୨. A name for calling females.