ବିଦୁର
ଦେଖଣା
ବିଦୁର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବିଦ୍ ଧାତୁ=ଜାଣିବା+ଶୀଳାର୍ଥରେ ଉର)
[ସମ୍ପାଦନା]ଯୁଧିଷ୍ଠିରଙ୍କ ପିତୃବ୍ୟ; ଧୃତରାଷ୍ଟ୍ରଙ୍କ ବୈମାତ୍ରେୟ ଭ୍ରାତା —Uncle of Judhisṭhira and step brother of Dhṛutarāshṭra.
[ଦ୍ରଷ୍ଟବ୍ୟ —ଏ ମୃତ ଶାନ୍ତୁନୁଙ୍କ ଦାସୀ ଗର୍ଭଜାତ ବ୍ୟାସଦେବଙ୍କ ଔରସ ସନ୍ତାନ ଏ ଖୁବ୍ ଜ୍ଞାନୀ, ବୁଦ୍ଧିମାନ୍ ଓ ଦୂରଦର୍ଶୀ ଥିଲେ; ରାଜନୀତି, ଧର୍ମନୀତି ଓ ଅର୍ଥନୀତିରେ ଖୁବ୍ ପ୍ରବୀଣ ଥିଲେ ଏ ପ୍ରଥମେ କୌରବଙ୍କ ମନ୍ତ୍ରୀ ଥିଲେ ହେଁ ପାଣ୍ଡବମାନଙ୍କ ପ୍ରତି ଏହାଙ୍କର ଗଭୀର ସ୍ନେହ ଥିଲା ଦୂର୍ଯ୍ୟୋଧନଙ୍କୁ ଏ ଯୁଦ୍ଧରୁ ବହୁତ ନିବର୍ତ୍ତାଇ ଥିଲେ; କିନ୍ତୁ ଏଥିରେ ବିଫଳ ହୋଇ ପାଣ୍ଡବ ପକ୍ଷରେ ଯୁଦ୍ଧ କରି— ଥିଲେ ଓ ଯୁଦ୍ଧ ପରେ ପାଣ୍ଡବମାନଙ୍କ ମନ୍ତ୍ରୀ ହୋଇଥିଲେ, ପରେ ଅରଣ୍ୟକୁ ଯାଇ ତପଃସାଧନ କରି ଶେଷରେ ଯୋଗମାର୍ଗରେ ଦେହ ତ୍ୟାଗ କଲେ 'ବିଦୁରନୀତି' ନାମକ—
ନୀତିଶାସ୍ତ୍ର ଏହାଙ୍କ ରଚିତ (ହିନ୍ଦୀ - ଶ) ଶ୍ରୀକୃଷ୍ଣ ଏହାଙ୍କ ଗୃହରେ ଆତିଥ୍ୟ ସ୍ୱୀକାର କରିଥିଲେ ]
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଜ୍ଞାନୀ; ପଣ୍ଡିତ —Wise; learned.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ପିଜୁଳି —Guava.