Jump to content

ବିଦୂର

ଉଇକିଅଭିଧାନ‌ରୁ

ବିଦୂର

ଉଚ୍ଚାରଣ

[ସମ୍ପାଦନା]

[ବିଦୁରତା(ତ୍ୱ)—ବି]

ସଂସ୍କୃତ - ବିଶେଷଣ - (ବି+ଦୂର)

[ସମ୍ପାଦନା]

ଅତି ଦୂରବର୍ତ୍ତୀ —Very far; very distant; remote.

(ଉ—ନିଶ୍ଚୟ ହୋଇ ବିଦୂର କବିସୂର୍ଯ୍ୟ. କିଶୋରୀଚମ୍ପୂ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବହୁଦୂରତା —୧. A great distance.
୨. ପର୍ବତବିଶେଷ —୨. Name of a mountain.

[ଦ୍ରଷ୍ଟବ୍ୟ —ଏଥିରୁ ବୈଦୁର୍ଯ୍ୟମଣି ମିଳୁଥିବା କଥିତ—ହିନ୍ଦୀ - ଶ]

୩. ଦେଶବିଶେଷ —୩. Name of a country.
୪. ବୈଦୁର୍ଯ୍ୟମଣି —୪. A gem; Lapis Lazuli.
୫. ବହୁଦୂରବର୍ତ୍ତୀ ଦେଶ (ହିନ୍ଦୀ - ଶ) —୫. A very distance country.

ଦେଶଜ - ବିଶେଷଣ -

[ସମ୍ପାଦନା]

ବିଗତ; ବିତାଡ଼ିତ — Removed; dissappeared; gone.