Jump to content

ବିଦୂଷଣ

ଉଇକିଅଭିଧାନ‌ରୁ

ବିଦୂଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଦୂଷ ଧାତୁ+ଭାବ. ଅନ)

[ସମ୍ପାଦନା]
୧. କୁତ୍ସା; ଗାଳି —୧. Reproach; ceasure.
୨. ନିନ୍ଦା —୨. Blame.
୩. ଅପବାଦ —୩. Defamation.
୪. ଦୂଷିତକରଣ —୪. Pollution; corruption (Apte).

ଦେଶଜ -(ପ୍ରାଚୀନ ପଦ୍ୟ)ବିଶେଷଣ -

[ସମ୍ପାଦନା]

ଦୋଷରହିତ; ନିର୍ଦ୍ଦୋଷ —Faultless; free from blemish.

(ଉ—ବିଦୂଷଣ ଗୀତ ସୁଜନେ ଶୁଣ—ଭଞ୍ଜ. ବୈଦେହୀଶବିଳାସ )