Jump to content

ବିଦୃଶ

ଉଇକିଅଭିଧାନ‌ରୁ

ବିଦୃଶ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ଅଦୃଶ୍ୟ —Invisible.

(ଉ—ବିଦୃଶ ପାଶଜନ ତମ ରଞ୍ଜନ ରଜନୀର ଜାତ ଜ୍ୟୋତି ଭଞ୍ଜ. ବୈଦେହୀଶବିଳାସ )

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଅନ୍ଧ; ଦୃଷ୍ଟିଶକ୍ତିହୀନ (ହିନ୍ଦୀ - ଶ) —Blind.