ବିଦୃଶ୍ୟ
ବିଦୃଶ (ଦେଖ) - — Bidṛuṡa (See)
(ଉ—ବାଦେ ଜିଣେ କଳ୍ପ— ଦ୍ରୁମ ଯହିଁ ବୃକ୍ଷ ପନ୍ତି; ବିଦୃଶ୍ୟ ଫଳ ସେ ଦୃଶ୍ୟ ଫଳେ ଏ ରାଜନ୍ତି ଭଞ୍ଜ. ବୈଦେହୀଶବିଳାସ )
ଦୃଷ୍ଟି ଶକ୍ତିହୀନତା; ଅନ୍ଧତା —Blindness.