ବିଦୃଷ୍ଟ
ଯାହା ଦେଖା ଯାଏ ନାହିଁ; ଅଦୃଶ୍ୟ —Invisible.
(ଉ—ବିଦୃଷ୍ଟ ସ୍ଥାନରେ କି ସୃଷ୍ଟ ଚିତ୍ର—ଭଞ୍ଜ. ବୈଦେହୀଶବିଳାସ )