ବିଦେଶୀ
ଦେଖଣା
ବିଦେଶୀ
ଉଚ୍ଚାରଣ
[ସମ୍ପାଦନା](ବିଦେଶିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଦେଶ+ଅଛି ଅର୍ଥରେ ଇନ୍)
[ସମ୍ପାଦନା]- ୧. ଭିନ୍ନ ଦେଶବାସୀ —୧. Living in a different country.
- ୨. ବିଦେଶ ଗତ —୨. Foreign; exotic.
ଦେଶଜ - ବିଶେଷଣ -
[ସମ୍ପାଦନା]ପରବାସିଆ; ପ୍ରବାସୀ — Sojourning.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିଦେଶୀୟ ବ୍ୟକ୍ତି— ପରଦେଶୀ ଲୋକ —୨. Foreigner.
- ୨. ପ୍ରବାସୀ ବ୍ୟକ୍ତି —୨. A sojourner.