Jump to content

ବିଦେହ

ଉଇକିଅଭିଧାନ‌ରୁ

ବିଦେହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି = ବିଶିଷ୍ଟ ରୂପେ+ ଦିହ୍ ଧାତୁ= ଉପଚୟ ବା ବୃଦ୍ଧି ପାଇବା + ଅଧିକରଣ ଅ; ଯେଉଁଠାରେ ଧନାଦିର ବୃଦ୍ଧି ହୁଏ)

[ସମ୍ପାଦନା]

ଆଧୁନିକ ବିହାର ପ୍ରଦେଶ; ମିଥିଲା —The modern country of Bihar.

୨. (ବହୁବ୍ରୀହି; ବି= ନାହିଁ+ଦେହ; ଶାପହେତୁ ଦେହହୀନ ହୋଇ ଥିବାରୁ) ରାଜା ନିମି; ଜନକବଂଶର ଆଦି ପୁରୁଷ —୨. The progenitor of the family of King Janaka.
୩. ରାଜା ଜନକ —୩. A name of a King Janaka.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଦେହହୀନ; ନିରବୟବ —୧. Formless;
bodiless;
୨. ଯାହାର ଗଣ୍ଡି ନାହିଁ —୨. Trunkless (Apte).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କଦର୍ପ; କାମ —Cupid.