ବିଦ୍
ଦେଖଣା
ବିଦ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଦ୍+ଧାତୁ=କ୍ୱିପ୍)
[ସମ୍ପାଦନା]ଯେ ଜାଣେ; ଜ୍ଞ; ଜ୍ଞାତା Knowing; versed in.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୁଏ ଯଥା—ବେଦବତ୍, ଶାସ୍ତ୍ରବିତ୍]
ବିଦ୍
ଉଚ୍ଚାରଣ
[ସମ୍ପାଦନା](ବିଦା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବିଦ୍ ଧାତୁ=ଜାଣିବା+କ୍ୱିପ୍)
[ସମ୍ପାଦନା]- ୧. ବେତ୍ତା; ଯେ ଜାଣେ —୧. Knowing; versed in.
- ୨. ପଣ୍ଡିତ — ୨. Learned in.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ବିଧିବିଦ୍; ଶାସ୍ତ୍ରବିଦ୍]