Jump to content

ବିଦ୍ଧ

ଉଇକିଅଭିଧାନ‌ରୁ

ବିଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବ୍ୟାଧ୍ ଧାତୁ = ଫୋପାଡ଼ିବା, ଭେଦିବା, ବଧ କରିବା+ କର୍ମ. ତ)

[ସମ୍ପାଦନା]
୧. ଫୋଡ଼ା ହୋଇଥିବା; ଛିଦ୍ରିତ; ବିଦୀର୍ଣ୍ଣ — ୧. Pierced; perforated; penetrated.
୨. ଆହତ —୨. Smitten; Stricken.
୩. ତାଡ଼ିତ — ୩. Driven out.
୪. ନିକ୍ଷିପ୍ତ —୪. Thrown out.
୫. ପ୍ରେରିତ —୫. Sent.
୬. ବକ୍ର —୬. Crooked
୭. ସଦୃଶ —୭. Similar; like.
୮. ବାଧା ପ୍ରାପ୍ତ — ୮. Obstructed; hindered.
୯. ଆବଦ୍ଧ —୯. Confined.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ବେଧ)

[ସମ୍ପାଦନା]
୧. ବାଧା — ୧. Obstacle; impendiment.
୨. ଗ୍ରହଜନିତ ଦୋଷ —୨. Evil effect of malignant planets.