Jump to content

ବିଦ୍ଧ କର୍ଣ୍ଣ

ଉଇକିଅଭିଧାନ‌ରୁ

ବିଦ୍ଧ କର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ବିଦ୍ଧ+କର୍ଣ୍ଣ)

[ସମ୍ପାଦନା]

ଯାହାର କାନ ଫୋଡ଼ା ହୋଇଅଛି — Having the ears bored.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଲତାବିଶେଷ; ଅକାନବିନ୍ଧି — A creeper; Cissampelos Hexandra.