Jump to content

ବିଦ୍ରଧି

ଉଇକିଅଭିଧାନ‌ରୁ

ବିଦ୍ରଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଦ୍ର+ଧା ଧାତୁ= ଧାରଣ କରିବା+କର୍ତ୍ତୃ. ଇ)

[ସମ୍ପାଦନା]

ପେଟ ମଧ୍ୟରେ ଜନ୍ମିବା କଷ୍ଟ ଦାୟକ ଓ ମାରାତ୍ମକ ବ୍ରଣରୋଗ ବିଶେଷ —A kind of painful boil or abscess inside the stomach.